February 1, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଡୁଗାଂମାଳରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ।

ଖୋର୍ଦ୍ଧା : ୨୫/୧୧/୨୪

ଆଜି ଜିଲ୍ଲାପାଳ ଖୋର୍ଦ୍ଧା ଙ୍କ ଦ୍ଵାରା ଡୁଙ୍ଗମlଳ ଗ୍ରାମ ପଞ୍ଚାୟତ, ଚିଲିକା ବ୍ଳକ୍ ଠାରେ ଅଭିଯୋଗ ଶୁଣାଣି ଶିବିରରେ , ଜିଲ୍ଲା ଶ୍ରମ ବିଭାଗ ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିରରେ କଲ୍ୟାଣ ବୋର୍ଡ ଅଧୀନରେ ପଂଜିକୃତ ୩୭ ଜଣ ଶ୍ରମିକ ମାନଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁ କାଳୀନ ଓ ଅନ୍ତେଷ୍ଟିକ୍ରୀୟ। ସହାୟତା ବାବଦରେ ୭୪,୮୫,୦୦୦/-.ଟଙ୍କା, ବିବାହ କାଳୀନ ସହାୟତା ମଧ୍ୟମରେ ୪୧ ଜଣ ଙ୍କୁ ୧୯,୭୫,୦୦୦/-ଟଙ୍କା ସହାୟତା ରାଶି, ପ୍ରସୂତି କାଳୀନ ସହୟତ। ବାବଦରେ ୪୧ ଜଣଙ୍କୁ ୪,୧୦,୦୦୦/- ତାଙ୍କ, ଶିକ୍ଷା ସହାୟତା ବାବଦରେ ୧୭୬ ଜଣ ଙ୍କୁ ୧୪,୯୩,୪୦୦./- ଟଙ୍କା ,ସର୍ବମୋଟ ୩୩୨ ଜଣଙ୍କୁ ୧,୧୩,୬୩,୪୦୦/- ଟଙ୍କା ର ସହାୟତା ରାଶି ପ୍ରଦାନ କରାଯାଇଥିଲା।


ପୁନଶ୍ଚ, ଓଡ଼ିଶା ଅଣ ସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ଼ ଅଧୀନରେ ପଞ୍ଜିକୃତ ୫୪ ଶ୍ରମିକଙ୍କ ମୁତ୍ୟୁ କାଳୀନ ସହାୟତା ବାବଦରେ ୬୮,୦୦,୦୦୦/- ମନୋନୀତ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବ୍ଳକ୍ ଚେୟାରମେନ,ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା,ସରପଞ୍ଚ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।


ଏହି ଶିବିରକୁ ଜିଲ୍ଲା ଶ୍ରମ ଅଧିକ।ରୀ (ଖୋର୍ଦ୍ଧା)ଭୁବନେଶ୍ଵର ଶ୍ରୀ ପ୍ରଭାକର ବିଶ୍ଵାଳ ପରିଚାଳନା କରିଥିଲେ। ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ କର ଓ କଲ୍ୟାଣ ସଂଯୋଜକ ଶ୍ରୀ ଲମ୍ବୋଦର ରାଉତ ବ୍ୟାପକ ସଚେତନତା କରାଉଥିଲେ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।