ଭୁବନେଶ୍ଵର: ୦୩/୦୫ : (ମୋଟିଭି ଓଡିଶା ) ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି। କଂଗ୍ରେସ ସୂତ୍ରରୁ ଏ ନେଇ ସୂଚନା ମିଳିଛି। ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି ରାହୁଲ ଗାନ୍ଧି ରାୟଗଡ଼ା ଆସିଥାନ୍ତେ। ଆଜି ମଧ୍ୟାହ୍ନ ୧୨ଟାରେ ପହଞ୍ଚିବାକୁ କାର୍ଯ୍ୟକ୍ରମ ଥିଲା। ରାୟବରେଲୀରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଥିବାରୁ ସେ ଆଜି ଆସିପାରିବେନି ବୋଲି ସୂଚନା ମିଳିଛି।
ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧି।

More Stories
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍ୟ ଅଗ୍ରଗତି ଜାରି ରହିଛି |
ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ମହାସମୁନ୍ଦ-ଟିଟିଲାଗଡ଼ ରେଳ ସେକ୍ସନ ନୀରିକ୍ଷଣ _ ନିରାପତ୍ତା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶର ସମୀକ୍ଷା |
ସ୍ଥାନୀୟ ଯାତ୍ରୀମାନଙ୍କୁ ଲାଭ ପହଞ୍ଚାଇବା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ :