କଳାହାଣ୍ଡି:୦୫/୯ (ସନତ କୁମାର ପ୍ରଧାନୀ)
ରାମକୀ ଓ ଏସବିଆଇ ଫାଉଣ୍ଡେସନ ର ମିଳିତ ସହଯୋଗ ରେ କଳାହାଣ୍ଡି ଜିଲ୍ଲାର ୪ ଟି ବ୍ଲକ ଲାଞ୍ଜିଗଡ଼ ଥୁଆମୂଳ ରାମପୁର, ଜୁନାଗଡ଼ ଏବଂ ଭବାନୀପାଟଣା ୨୦ ଟି ଗ୍ରାମରେ ଭାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗାଇବା ବ୍ୟବସ୍ଥା ଆଛି। ଏହି ସେବା ସମ୍ପୂର୍ଣ୍ଣ ନିଶୁଳ୍କ ରହିବା ସହ ସମସ୍ତ ପ୍ରକାର ର ପ୍ରାଥମିକ ପରୀକ୍ଷା ଭେନ ରେ ହେଇ ନିୟୋଜିତ ଚିକିତ୍ସକ ଦ୍ୱାରା ଚିକିତ୍ସିତ ହେବାର ବ୍ୟବସ୍ଥା ଅଛି । ଚିକିତ୍ସକ ଙ୍କ ସହ କମ୍ପାଉଣ୍ଡର ନର୍ସ ଆଉ ଲାଵ ବିଶେଷଜ୍ଞ ମଧ୍ୟ ଏହି ସେବା ରେ ନିୟୋଜିତ ଅଛନ୍ତି ।
ଏହି ସେବା ଆଜି ଭବାନୀପାଟଣା ବ୍ଲକ ର କୁଳିଆମାଲ ଗ୍ରାମରୁ ଆରମ୍ଭ ହେଲା। ଏହି ଆମ୍ବୁଲାନ୍ସ ସେବା ପାଇଁ ୯୦୬୩୫୫୫୪୭୧ ରେ ଯୋଗାଯୋଗ କରିବା ବ୍ୟବସ୍ଥା ଅଛି। ଏହି କାର୍ଯ୍ୟକ୍ରମ ଚିକିତ୍ସକ ଡକ୍ଟର ଏସ.ରାଉତ ଫାଉଣ୍ଡେସନ ର ଅଂଚଳ ମୁଖ୍ୟ ର ଶ୍ରୀକାନ୍ତ ଏବଂ ସଂସ୍ଥା ର ଅନ୍ୟ କର୍ମକର୍ତ୍ତା ମନେ ଉପସ୍ଥିତ ଥିଲେ।
More Stories
ଆଇରନ୍ ମାଇନ୍ସର ୨ ବରିଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରେ CBI ରେଡ୍।
ଖାକିରେ ଦାଗ, ରକ୍ଷକ ସାଜିଲା ଭକ୍ଷକ ।
ରାଜଧାନୀର ବିଚ୍ ରାସ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା ।