ମୋଟିଭି ଓଡିଶା : ରିପୋର୍ଟ – ତାଜୁଦ୍ଦିନ , ସୋର :
ତା – ୧୮/୦୫/୨୦୨୪ : ପୋଷ୍ଟ ଅଫିସରେ ଲୁଟେରାଙ୍କ ଲୋଲୁପ ଦୃଷ୍ଟି , ବାଲେଶ୍ୱର ଜିଲ୍ଲାର ସୋର ପୌରପାଳିକା ଅନ୍ତର୍ଗତ ୱାଡ ନମ୍ୱର୍ ୧୮ ରେ ଥିବା ଚକବାରହାପୁର ପୋଷ୍ଟ ଅଫିସରେ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗିବା ସହିତ କବାଟ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡା କରିବା ସହ ଆଇରନ କଟର ସହାୟତାରେ ଲକର ଚାବି କୁ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି।
ସୋର ଥାନା ଅଞ୍ଚଳ ରେ କିଛି ଦିନ ଧରି ବାରମ୍ବାର ମନ୍ଦିର ଓ ଘରୁ ଚୋରି ହେଉଥିବା ବେଳେ ସୋର ପୋଲିସ ର ହାତ ଖାଲି। ଅଭିଯୋଗ ପରେ ଚୋରି ହୋଇଥିବା ଚକବରାହପୁର ଶାଖା ରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି l
More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।