ବିଶାଲଙ୍କ ସହ ମୋଟ ୧୩ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ। ବିଏନ୍ଏସ୍ ଧାରା ୩୩୧ (୪) ଓ ୧୯୧ (୨)ରେ ମାମଲା ରୁଜୁ ହୋଇଛି। ସରେଇପାଲିର ହୋଟେଲ ରାଧିକା ମ୍ୟାନେଜରଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି।
ଅନଧିକାର ପ୍ରବେଶ, ଭଙ୍ଗାରୁଜା ନେଇ ଅଭିଯୋଗ କରିଥିଲେ ମ୍ୟାନେଜର । ଏପଟେ ବିଶାଲ ଦାସଙ୍କୁ ଛାଡ଼ି ଦେଇଛି ପୋଲିସ। ବିଶାଲ ଦାସଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଶାଲଙ୍କ ସହ ମୋଟ ୧୪ ଜଣଙ୍କୁ ଛାଡ଼ିଛି ଛତିଶଗଡ଼ ପୋଲିସ। ବିଏନ୍ଏସ୍ ୩୫-ବିରେ ନୋଟିସ୍ କରି ଛାଡ଼ିଲା। ସରେଇପାଲି ଥାନାରୁ ବାହାରିଲେ ବିଶାଲ ଓ ତାଙ୍କ ସହଯୋଗୀ।
ବ୍ୟୁରୋ ରିପୋର୍ଟ : ମୋ ଟିଭି ଓଡିଶା
More Stories
ସାଧାରଣ ଲୋକଙ୍କ ପାଇଁ ଖୋଲିଲା ପ୍ରବାସୀ ଭାରତୀୟ ଦିବସ ପ୍ରଦର୍ଶନୀ।
୨୪ଟି ଦେଶର ୨୭ ବିଶିଷ୍ଟ ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି
ମହିଳା ବ୍ରାଉନସୁଗାର ବେପାରୀ ମଲ୍ଲିକା ଏବଂ ଅନ୍ଯ ଜଣେ ସହଯୋଗୀ କୁ ଗିରଫ କରିଛି ପୋଲିସ