ଗଞ୍ଜାମ : ୦୬/୧୧/୨୪
ଗଞ୍ଜାମ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ପୀଠରେ କଳାକନା ବୁଲାଇଲେ ଚୋର l
ମନ୍ଦିର ମୁଖ୍ୟଦ୍ୱାର ଫାଟକ ର ଚାବି କାଟି ମନ୍ଦିର ଭିତରେ ପ୍ରବେଶ କରିବା ପରେ ଗର୍ଭ ଗୃହରେ ପହଞ୍ଚି ମା ଙ୍କ ଦୁଇଟି ରୁପା ମୁକୁଟ, ଗୋଟିଏ ଛାତ୍ରୀ, ଦୁଇଟି ସୁନା ଛାଉଣୀ ମୁକୁଟ ସହ ବେଢାରେ ରହିଥିବା ଦାନ ହୁଣ୍ଡୀ ତାଲା ଭାଙ୍ଗି ଲୁଟ ହୋଇଛି l
ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପୁରୁଷୋତ୍ତମପୁର ଥାନା ରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ପୋଲିସ ସାଇଣ୍ଟିଫିକ ଟିମ ଓ ଡଗ ସ୍କୱାର୍ଡ ଦ୍ୱାରା ଛାନ ଭିନ ଜାରିରହିଛି l
ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।