ମୋଟିଭି ଓଡିଶା : ରିପୋର୍ଟ — ଧିରେନ୍ଦ୍ର କୁମାର ମିଶ୍ର, ପାଟକୁରା : ତା୧୦/୫/୨୪ : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ଆଜି ପ୍ରମୁଖ ଦଳ ମାନଙ୍କ ର ପ୍ରାର୍ଥୀ ମାନେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରି ମଟରସାଇକେଲ ଶୋଭାଯାତ୍ରାରେ କର୍ମୀ ମାନଙ୍କ ଗହଣ ରେ ବାହାରି ଉପଜିଲ୍ଲାପାଳ ତଥା ପାଟକୁରା ବିଧାନସଭା ପାଇଁ ନିର୍ବାଚନ ଅଧିକାରୀଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ।
ସେମାନଙ୍କ ମଧ୍ୟରେ ଜାତୀୟ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋ, ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ଶ୍ରମିକ ନେତା ଅଶୋକ ତ୍ରିପାଠୀ ନାମାଙ୍କନପତ୍ର ଦାଖଲ କରିଥିଲେ।
More Stories
ବିଜେପି ମୁହାଁ କି ବିଜେଡି ବିଦ୍ରୋହୀ କର୍ପୋରେଟର ।
ବିଜେଡି ନେତାଙ୍କ ମେଳି ପ୍ରସଙ୍ଗ।
କଂଗ୍ରେସର ନୂଆ ଠିକଣା ୯-ଏ କୋଟଲା ରୋଡ୍ ।