ଦାରିଙ୍ଗବାଡି ଗୋଷ୍ଟିସ୍ୟାସ୍ଥ କେନ୍ଦ୍ରରେ ପହଞ୍ଚିଲା ପରୀକ୍ଷାପାଇଁ ଯନ୍ତ୍ରପାତି ।
ଦାରିଙ୍ଗବାଡି,୧୫/୦୧:ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ରେ ଥିବା ଗୋଷ୍ଟି ସ୍ୟାସ୍ଥ କେନ୍ଦ୍ର ରେ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସବୁଜବୈଦ ସଙ୍ଗଠନ ତରଫରୁ ଚିକିତ୍ସା ଥିନ ରୋଗୀଙ୍କ ଉର୍ଣ୍ଣତି ଚିକିତ୍ସା ପାଇଁ ଆଜି ସବୁଜବୈଦ ସଙ୍ଗଠନର ସମ୍ପାଦକ ଦିନବନ୍ଧୁ ମହାରଣା ଙ୍କ ନେତୃତ୍ୟରେ ପଲ୍ସ୍ ଅକ୍ସିମିଟର ୧୦ ଗୋଟି, ଇନ୍ଫ୍ରାରେଡ୍ ଥେର୍ମ ମିଟେର୍ ୧୦ ଗୋଟି, ହାତଗ୍ଲୋବ୍ସ୍ ୨୦ ପ୍ୟାକେଟ ଏବଂ ବରସିଲ୍ ୨ଗୋଟି ବିନା ମୂଲ୍ୟରେ ପ୍ରଦାନ କରିଥିବା ଜଣାପଡ଼ିଛି l

ଏଥିରେ ସାମିଲ ଥିଲେ ଗୋଷ୍ଟି ସ୍ୟାସ୍ଥ କେନ୍ଦ୍ରର ଡକ୍ଟର ପୂର୍ନେନ୍ଧୁ ପାଢ଼ୀ ମନୋଜ କୁମାର ପ୍ରଧାନ, ଅଭିସେକ ମହାପାତ୍ର , ଫିରଜ କୁମାର ମହାପାତ୍ର, ଏବଂ ସବୁଜବୈଦ ସଙ୍ଗଠନର ସମାଜ ସେବୀ ଅନିଲ ପ୍ରଧାନ, ଶ୍ୟାମ ପ୍ରଧାନ, ଗୌରା ପ୍ରଧାନ, ଏଭଳି ଏକ ଅନୁଷ୍ଠାନକୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇ ଛନ୍ତି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।