ଫୁଲବାଣୀ,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ)
ଆଇନ ର ହାତ ଲମ୍ବା l ଆଇନ ହାତରୁ ଖସିପାରିବନି ଅଭିଯୁକ୍ତ l ଏବେ ଧରା ପଡିଛିl ଚାରିମାସ ଫେରାର ହୋଇ ରହିବାପରେ ପୋଲିସ ହାତରେ ଧରାପଡ଼ିଛି ଜଣେ ଗର୍ଭବତୀ ମହିଳା ର ହତ୍ୟାକାରୀ ଈଶ୍ୱର ନାୟକ l ଈଶ୍ୱର ଟିକାବାଲି ଥାନା ଅଞ୍ଚଳ ର ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ଏକାକୀ ଥିବାବେଳେ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଥିଲା l ତେବେ ହତ୍ୟାର ଚାରି ମାସ ପରେ ଟିକାବାଲି ପୋଲିସ ଅଭିଯୁକ୍ତ ଈଶ୍ୱର ନାୟକ କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି l
ଗର୍ଭବତୀ ମହିଳାକୁ ହତ୍ୟାକାରୀ ୪ ମାସ ପରେ ଧରାପଡ଼ିଲା ଅଭିଯୁକ୍ତ ।

More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।