ମୋ ଟିଭି ଓଡିଶା / ଖୋର୍ଦ୍ଧା :
ଲଘୁଚାପଜନିତ ଲଗାଣ ବର୍ଷା ଦୁଇଦିନ ଧରି ଲାଗି ରହିଛି।ଲଗାଣ ବର୍ଷା ରେ ଭାଗିଂଲା ଘର। ମାଟି କାନ୍ଥ ତଳେ ଚାପିହେଲା ଦୁଇ ବାଇକ।
ସୃଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ସାହିରେ ଘଟିଛି ଘଟଣା। ଲଗାଣ ବର୍ଷାରେ ରାତିରେ ନରେନ୍ଦ୍ରପୁର ସାହିର ବଇ ବେହେରାଙ୍କ ଘର ମାଟିକାନ୍ଥ ଭାଗିଂ ଯାଇଛି।
କାନ୍ଥ ତଳେ ପଡୋଶୀ ଘର ଲୋକଙ୍କ ଦୁଇଟି ବାଇକ ଉପରେ ମାଟିକାନ୍ଥ ମାଡିବସିଛି। ଦୁର୍ଭାଗ୍ୟ ବଶତଃ ଲୋକଙ୍କ ର କାହାର କିଛି କ୍ଷୟକ୍ଷତି ହୋଇନାହିଁ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।