ମୋ ଟିଭି ଓଡିଶା / ସୋର : ୨୫/୦୯/୨୪
ଦୁଇ ଦିନ ଧରି ନିଖୋଜ ଥିବା ବୃଦ୍ଧ ଙ୍କ ମୃତଦେହ ନାଳ ରୁ ଉଦ୍ଧାର l ଖଇରା ବ୍ଲକ କଣ୍ଟାପଡା ଶାସନ ଗ୍ରାମ ର ବନା ବୈଶାଖ ଦୁଇଦିନ ପୂର୍ବ ରୁ କେଉଁ ଆଡ଼େ ଚାଲିଯାଇଥିଲେ ପରିବାର ଲୋକ ବହୁ ଖୋଜା ଖୁଜି ପରେ ମିଳିନଥିଲା l

ଆଜି ଖଇରା ବ୍ଲକ ବଟେଶ୍ୱର ପୋଲ ନିକଟରେ ଥିବା ଏକ ନାଳ ରେ ବୃଦ୍ଧ ଙ୍କ ମୃତ ଦେହ ଭାସୁଥିବା ନେଇ ଅଂଚଳ ବାସି ଦେଖିବା ପରେ ଅଗ୍ନିଶମ ବାହିନୀ ଓ ଥାନା କୁ ଖବର ଦେଇଥିଲେ l
ଖବର ଅଗ୍ନିଶମ ବାହିନୀ ପହଁଚି ଆଜି ବୁଧବାର ସକାଳ 8 ଘଟିକା ସମୟରେ ମୃତଦେହ କୁ ଉଦ୍ଧାର କରିଥିଲେ l ପୋଲିସ ପହଁଚି ମୃତ ଦେହ ଜବଦ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।