ମୋ ଟିଭି ଓଡିଶା / ସୋର : ୧୨/୦୮/୨୪
ବିଦ୍ୟାଳୟ ଶିକ୍ଷକ ନଥିବାରୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କର ବିଦ୍ୟାଳୟ ଫାଟକ ରେ ତାଲା ପକାଇ ଧାରଣା l ଶିକ୍ଷାଦାନ ବାଧାପ୍ରାପ୍ତ l ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାରକୋଣା ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ବିଦ୍ୟାଳୟ ରେ ପ୍ରଧାନଶିକ୍ଷକ ଓ ଆଉ ଜଣେ ଶିକ୍ଷକ ଥିବା ରୁ ପିଲା ମାନଙ୍କର ପାଠ ପଢା ରେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି l

ବାରମ୍ବାର ଅଭିଭାବକ ମାନେ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ରୁ ଆଜି ବାଧ୍ୟ ହୋଇ ଗେଟ ରେ ତାଲା ପକାଇ ଧାରଣା ରେ ବସିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।