ଗହିର ବିଲ ମଝିରେ ଜଳିଗଲା ମୋଟର ସାଇକେଲ।ମୋଟର ସାଇକେଲ ନିଆଁରେ ପୋଡି ପାଉଁଶ ହୋଇଯାଇଛି।କୈ।ଣସି ଦୁର୍ବୁତ୍ତ ମୋଟର ସାଇକେଲ କୁ ଆଣି ଗହିର ବିଲ ମଧ୍ୟରେ ନିଆଁ ଲଗାଇ ଫେରାର ହୋଇଯଛି।ଘଟଣା ଘଟିଛି ଖୋର୍ଦ୍ଧା ନିରାକାରପୁର ଥାନାଅଧିନସ୍ଥ ନିରାକାରପୁର-ଯାଜପୁର ଯାଇଥିବା ରାସ୍ତା କଡରେ ଥିବା ଗହିର ବିଲରେ।ଆଜି ଭୋର ସମୟରେ ମୋଟର ସାଇକେଲଟି ଗହିର ବିଲରେ ପୋଡି ଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ ଖବର ପାଇ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଡି ଯାଇଥିବା ମୋଟର ସାଇକେଲ କୁ ଜବତ କରି ତଦନ୍ତ ଜାରି ରଖିଛି।
ମୋ ଟିଭି ଓଡିଶା, ସୋର
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।