ଗଞ୍ଜାମ ( ମୋ ଟିଭି ଓଡିଶା ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବଡ଼ବରଗାଁ ପଞ୍ଚାୟତ ସରପଞ୍ଚ ଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧକରି ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି କରଡ଼ାପଲ୍ଲୀ ଗ୍ରାମବାସୀ l
ସରପଞ୍ଚ ଗ୍ରାମବାସୀ ଙ୍କ ଅଗୋଚର ରେ ମନମୁଖୀ କାର୍ଯ୍ୟ କରୁଥିବା ବେଳେ ଏନେଇ ଗ୍ରାମବାସୀ ପଚାରିଲେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ଉପକାରୀ ବଗିଚା ଓ ବୃକ୍ଷ ରୋପଣ ନାମରେ ମନେରେଗା ଯୋଜନା ରେ ଫଲସ ବିଲ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ଆଣି ଏହାର ତଦନ୍ତ କରିବାପାଇଁ ବିଡିଓ ଙ୍କୁ ଦାବୀ ପାତ୍ର ପ୍ରଦନା କରିଛନ୍ତି କରଡ଼ାପଲ୍ଲୀ ଗ୍ରାମବାସି l
ଆଗାମୀ ଦିନରେ ଏହାରି ଉପରେ ସରକାର କୌଣସି ପଦକ୍ଷେପ ନନେଲେ ଆଇନର ଆଶ୍ରୟ ନେବେ ବୋଲି କରିଛନ୍ତି ଗ୍ରାମବାସୀ l
ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋଟ
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।