January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଫାଇରିଂ କରି ଲୁଟେରା ଲୁଟିନେଲେ ୩ ଲକ୍ଷଟଙ୍କା l

ମୋ ଟିଭି ଓଡିଶା / ସୋର : ଫାଇରିଂ କରି ଲୁଟେରା ଲୁଟିନେଲେ ୩ ଲକ୍ଷଟଙ୍କା l ବାଲେଶ୍ୱର ଜିଲ୍ଲା ସୋର ଅନନ୍ତପୁର ରାସ୍ତା ପାଣିସୀମିଳିଆ ଠାରେ ଘଟିଛି ଘଟଣା ।ବିଷ୍ଣୁମୋହନ ପେଟ୍ରୋଲ ପମ୍ପ ମାଲିକ ଶରତ ସାହୁ ପେଟ୍ରୋଲ ପମ୍ପ ବନ୍ଦକରି ରାତି 11 ଘଟିକା ସମୟରେ ବେଲପୁର ସ୍ଥିତ ଘରକୁ ଫେରୁଥିବା ବେଳେଦୁଇଟି ବାଇକରେ ୫ ଜୁଵକ ୧ ରାଉଣ୍ଡ ଗୁଳିଚାନା କରି ଲୁଟ କରି ଫେରାର ହୋଇଯାଇଥିଲେ ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ଏଥିରେ ମାଲିକ ଶରତ ସମେତ ଜଣେ କର୍ମଚାରି ଆହତ ହୋଇଥିବା ବେଳେ ସୋର ପୋଲିସ ନିକଟରେ ଅଭିଯୋଗ ପରେ ଆଜି ପୋଲିସ ଘଟଣା ସ୍ଥଳ ରେ ପହଁଚି ତଦନ୍ତ ଆରମ୍ଭ କରିଛି l

Latest news