MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ସୋର ପୋଲିସ ପାଇଁ ବଢିଲା ଅଡୁଆ ଶିକ୍ଷକଙ୍କୁ ସ୍କୁଲ ସମୟରେ ଧକାମାରି ପୋଲିସ ଉଠାଇ ନେବା ଘଟଣା ରେ ଆଗାମୀ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓଲ୍ହାଇବ ଶିକ୍ଷକ ମହାସଙ୍ଘ।

ମୋ ଟିଭି ଓଡିଶା / ସୋର : ୦୩/୦୮/୨୪

ସୋର ପୋଲିସ ପାଇଁ ବଢିଲା ଅଡୁଆ ଶିକ୍ଷକ ଙ୍କୁ ସ୍କୁଲ ସମୟରେ ଧକ୍କା ଦେଇ ପୋଲିସ ଉଠେଇନେବା ଘଟଣା,ଆନ୍ଦୋଳନ କୁ ଓଲ୍ଲାହିବ ଶିକ୍ଷକ ମହାସଂଘ l ଗତକାଲି ସୋର ପୋଲିସ ଦ୍ୱାରା ସୋର ରାଧାନାଥ ପ୍ରାର୍ଥମିକ ବିଦ୍ୟାଳୟ ର 16 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ର କର୍ମଚାରି ଙ୍କୁ ପୋଲିସ ଗାଡି ରେ ଉଠାଇ ଥାନାରେ ଅଟକ ରଖିବା ଘଟଣା ରେ ଆଜି ସୋର ଏଲିମେଣ୍ଟାରୀ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସ ଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ l ଯଦି 3 ଦିନ ମଧ୍ୟ ରେ କୌଣସି କାର୍ଯ୍ୟନୁଷ୍ଠାନ ନହୁଏ ଆଗାମୀ 3 ଦିନ ରେ ସୋର ସମସ୍ତ ପ୍ରାର୍ଥମିକ ବିଦ୍ୟାଳୟ ପାଠ ପଢା ବନ୍ଦ କରି ବ୍ଲକ ଶିକ୍ଷାଧିକାରି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ରେ ବସିବା ନେଇ ଚେତାବନୀ ଦେଇଛନ୍ତି l ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟୟା ଶିକ୍ଷକ ହେଉଛନ୍ତି ସମାଜ ର ଆଇନା ସଦୃଶ୍ୟ ଯେଉଁଭଳି ଭାବେ ପୋଲିସ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କ୍ରିମିନାଳ ଭଳି ବ୍ୟବହାର କଲା ଏହା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରୁଛି l ଏହି ଘଟଣା ଙ୍କୁ ସୋର, ଜିଲ୍ଲା ଓ ରାଜ୍ୟ ବିଭିନ୍ନ ସଂଗଠନ ସହଯୋଗ କରିବା ସହିତ ଆନ୍ଦୋଳନ ରେ ସାମିଲୀ ହେବା ନେଇ ସଂଘ ସଂମ୍ପାଦକ ସୂଚନା ଦେଇଛନ୍ତି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।