January 9, 2025

MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିମ୍ନମାନର ରାସ୍ତା କାମ ପାଇଁ ଖଣ୍ଡ ଯୁଦ୍ଧ ରାତିରେ ତେଜିଲେ ଗ୍ରାମବାସୀ ଅଟକାଇଲେ ଠିକା ସଂସ୍ଥାର ଗାଡି ।


ନାଅଛି ଫଳକ ନା କାର୍ଯ୍ୟର ନାମ ଦୁଇ ଦିନରେ ସାତ କିଲୋମିଟର ରାସ୍ତା ନିର୍ମାଣ କାଯ୍ୟ ଶେଷ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ )


ଏଭଳି ଏକ ସମୟ ଥିଲା ଯେତେବେଳେ ଦେଶର ଆବଶ୍ୟକତା ଅନୁସାରେ ଭିଭିଭୁମିର ନିର୍ମାଣ କରାଯାଉଥିଲା, କିନ୍ତୁ ବିଭିନ୍ନ ବିଭାଗ ମଧ୍ଯରେ ଉପଯୁକ୍ତ ସମ୍ନନିତ ଅଭାବାରୁ ବିଭିନ୍ନ ଉର୍ଣ୍ଣତି ମୂଳକ
ପ୍ରକଳ୍ପ ଗୁଡିକ ଅଟକି ରହୁଥଲା କିମା ମମ୍ପୂର୍ଣ୍ଣ ହେବାରେ ବିଳମ୍ବ ଘଟୁଥିଲା ।

ଏଭଳି ଚିନ୍ତାଧାରା କୁ ବଦଳାଇ ବର୍ତମାନ ଡବଲ ଇଞ୍ଜିନ ସରକାର ଭାରତକୁ ବିଶ୍ବର ସର୍ବବୃହତ ଆର୍ଥିକ ମହାଶକ୍ତି ରେ ପରିଣତ କରିବା ପାଇଁ କରି । ବିଶ୍ୱ ସ୍ତରୀୟ ଭିଉିଭୁମି ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବର୍ତମାନର ସରକାର ରାଜପଥ, ଗ୍ରାମାଞ୍ଚଳରେ ସଡ଼କ, ଜଳପଥ, । କ୍ଷେତ୍ରର ଭିଉିଭୂମିର ବିକାଶ ସକାଶେ ଏକ ନେଟୱାର୍କ ପ୍ରସ୍ତୃତ କରିଛନ୍ତି । ସେହି ନେଟୱାର୍କ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଅନେକ ସ୍ତରରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏହା ଫଳରେ ବିକଶିତ ଭାରତର ସ୍ବପ୍ନ ଅତ୍ୟାଧୁନିକ ଭିତିଭୁମି ସହିତ ବାସ୍ତବତାରେ ରୂପାନ୍ତରୀତ ହେବାରେ ଲାଗଛି ।

କିନ୍ତୁ କିଛି ଦୃନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟ ଅଭାବରୁ ବିଭିନ୍ନ ପ୍ରକଳ୍ପ ମାନ ଅତି ନିନ୍ମମାନର ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି ଏଯେମିତି ବୁଡ଼ାଗୁଡା ପଞ୍ଚାୟତ ଠାରୁ ଗୁମିକିଆ ପଞ୍ଚାୟତ ଅଲିମାହା ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଦେଖିବାକୁ ମିଲିଛି ।
ଠିକ ଭାବରେ ରାସ୍ତା ନିର୍ମାଣ କାଯ୍ୟ ଯଦି ନକରାଯାଏ ଏହାକୁ ବନ୍ଦ କରିବାପାଇଁ ସମସ୍ତ ଦାବି ହୋଇଛି ।

Latest news