MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ନିମ୍ନମାନର ରାସ୍ତା କାମ ପାଇଁ ଖଣ୍ଡ ଯୁଦ୍ଧ ରାତିରେ ତେଜିଲେ ଗ୍ରାମବାସୀ ଅଟକାଇଲେ ଠିକା ସଂସ୍ଥାର ଗାଡି ।


ନାଅଛି ଫଳକ ନା କାର୍ଯ୍ୟର ନାମ ଦୁଇ ଦିନରେ ସାତ କିଲୋମିଟର ରାସ୍ତା ନିର୍ମାଣ କାଯ୍ୟ ଶେଷ


ଦାରିଙ୍ଗବାଡି,ମୋ ଟିଭି ଓଡ଼ିଶା:(ସୁଶାନ୍ତ କୁମାର ସାହୁ )


ଏଭଳି ଏକ ସମୟ ଥିଲା ଯେତେବେଳେ ଦେଶର ଆବଶ୍ୟକତା ଅନୁସାରେ ଭିଭିଭୁମିର ନିର୍ମାଣ କରାଯାଉଥିଲା, କିନ୍ତୁ ବିଭିନ୍ନ ବିଭାଗ ମଧ୍ଯରେ ଉପଯୁକ୍ତ ସମ୍ନନିତ ଅଭାବାରୁ ବିଭିନ୍ନ ଉର୍ଣ୍ଣତି ମୂଳକ
ପ୍ରକଳ୍ପ ଗୁଡିକ ଅଟକି ରହୁଥଲା କିମା ମମ୍ପୂର୍ଣ୍ଣ ହେବାରେ ବିଳମ୍ବ ଘଟୁଥିଲା ।

ଏଭଳି ଚିନ୍ତାଧାରା କୁ ବଦଳାଇ ବର୍ତମାନ ଡବଲ ଇଞ୍ଜିନ ସରକାର ଭାରତକୁ ବିଶ୍ବର ସର୍ବବୃହତ ଆର୍ଥିକ ମହାଶକ୍ତି ରେ ପରିଣତ କରିବା ପାଇଁ କରି । ବିଶ୍ୱ ସ୍ତରୀୟ ଭିଉିଭୁମି ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି ।

ବର୍ତମାନର ସରକାର ରାଜପଥ, ଗ୍ରାମାଞ୍ଚଳରେ ସଡ଼କ, ଜଳପଥ, । କ୍ଷେତ୍ରର ଭିଉିଭୂମିର ବିକାଶ ସକାଶେ ଏକ ନେଟୱାର୍କ ପ୍ରସ୍ତୃତ କରିଛନ୍ତି । ସେହି ନେଟୱାର୍କ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଅନେକ ସ୍ତରରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏହା ଫଳରେ ବିକଶିତ ଭାରତର ସ୍ବପ୍ନ ଅତ୍ୟାଧୁନିକ ଭିତିଭୁମି ସହିତ ବାସ୍ତବତାରେ ରୂପାନ୍ତରୀତ ହେବାରେ ଲାଗଛି ।

କିନ୍ତୁ କିଛି ଦୃନୀତି ଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ସମନ୍ୱୟ ଅଭାବରୁ ବିଭିନ୍ନ ପ୍ରକଳ୍ପ ମାନ ଅତି ନିନ୍ମମାନର ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି ଏଯେମିତି ବୁଡ଼ାଗୁଡା ପଞ୍ଚାୟତ ଠାରୁ ଗୁମିକିଆ ପଞ୍ଚାୟତ ଅଲିମାହା ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଦେଖିବାକୁ ମିଲିଛି ।
ଠିକ ଭାବରେ ରାସ୍ତା ନିର୍ମାଣ କାଯ୍ୟ ଯଦି ନକରାଯାଏ ଏହାକୁ ବନ୍ଦ କରିବାପାଇଁ ସମସ୍ତ ଦାବି ହୋଇଛି ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।