MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

କଲିକତା ରୁ ନାବାଳିକା କୁ ନେଇ ଫେରାର ଥିବା ଯୁବକ କୁ ସୋର ଅଞ୍ଚଳ ରୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ l


କଲିକତା ରୁ ନାବାଳିକା କୁ ନେଇ ଫେରାର ଥିବା ଯୁବକ କୁ ସୋର ଅଞ୍ଚଳ ରୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ। ସୂଚନା ଅନୁସାରେ ପଶ୍ଚିମବଙ୍ଗ ପଞ୍ଚକୁଡା ଅଞ୍ଚଳ ର ଦେବେନ୍ଦ୍ର ମଇଥି ଗତ ମାର୍ଚ୍ଚ ମାସ ପୂର୍ବମେଦିନୀପୁର କୋଲାଘାଟ ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ନେଇ ଫେରାର ହୋଇଯାଇଥିଲା। କୋଳାଘାଟ ପୋଲିସ ନମ୍ବର ଟ୍ରାକିଂ କରି ଯୁବକ ଜଣକୁ ସୋର ଥାନା ଛପୋଲିଆ ଅଞ୍ଚଳ ରେ ଟାଇଲସ କାମ କରୁଥିବା ବେଳେ ସୋର ପୋଲିସ ସହାୟତା ରେ ପଶ୍ଚିମବଙ୍ଗ ପୋଲିସ ମାଡ଼ି ବସିଥିଲା। ଯୁବକ ଜଣକ ଜଗନ୍ନାଥପୁର ଅଞ୍ଚଳ ରେ ରହୁଥିବା ଭଡ଼ା ଘରକୁ ପୋଲିସ ନାବାଳିକା କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ନାବାଳିକା ଜଣକ ଫେରାର ହୋଇଯାଇଥିଲେ। ପଶ୍ଚିମବଙ୍ଗ ପୋଲିସ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ମୋ ଟିଭି ଓଡିଶା, ସୋର

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।