ସୋର : ୨୬/୧୦/୨୪
ଓଡ଼ିଆ ରେ କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ମାତ୍ର ଏହାର ବିପରୀତ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ରେ ।
ଚାଷ ଆରମ୍ଭ ରୁ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବହୁ କଷ୍ଟରେ ଋଣ କରି ଚାଷ କରିଥିବା ବେଳେ ଏବେ ଧାନ ଥୋଡ଼ ଆସିବା ସମୟରେ ବାତ୍ୟା ଦାନା ଉଜାଡି ଦେଇଛି ଚାଷୀ ଙ୍କ ଦାନା। ଭୀଷଣ ପବନ ଓ ବର୍ଷା ଯୋଗୁଁ ଧାନ ଥୋଡ଼ ଗୁଡ଼ିକ ନଷ୍ଟ ହେବା ସହ ପବନ ମାଡ଼ରେ ଧାନ ଗଛ ତଳେ ଶୋଇ ଯାଇଛି।
କିଛି ସ୍ଥାନ ରେ ଧାନ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି। ତେବେ ସରକାର ଚାଷୀ ଙ୍କ ହୋଇଥିବା କ୍ଷତି ର କିଛି ଭରଣା କଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।