ସୋର : ୨୬/୧୦/୨୪
ଓଡ଼ିଆ ରେ କଥାରେ ଅଛି ଚାଷ ଅଛି ଯାହାର କି ଆନନ୍ଦ ତାହାର। ମାତ୍ର ଏହାର ବିପରୀତ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ରେ ।
ଚାଷ ଆରମ୍ଭ ରୁ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ବହୁ କଷ୍ଟରେ ଋଣ କରି ଚାଷ କରିଥିବା ବେଳେ ଏବେ ଧାନ ଥୋଡ଼ ଆସିବା ସମୟରେ ବାତ୍ୟା ଦାନା ଉଜାଡି ଦେଇଛି ଚାଷୀ ଙ୍କ ଦାନା। ଭୀଷଣ ପବନ ଓ ବର୍ଷା ଯୋଗୁଁ ଧାନ ଥୋଡ଼ ଗୁଡ଼ିକ ନଷ୍ଟ ହେବା ସହ ପବନ ମାଡ଼ରେ ଧାନ ଗଛ ତଳେ ଶୋଇ ଯାଇଛି।
କିଛି ସ୍ଥାନ ରେ ଧାନ ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଛି। ତେବେ ସରକାର ଚାଷୀ ଙ୍କ ହୋଇଥିବା କ୍ଷତି ର କିଛି ଭରଣା କଲେ ଚାଷୀ ଉପକୃତ ହେବେ ବୋଲି କହିଛନ୍ତି।
Advertisement
More Stories
ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଶପଥ ପାଠ ଅନୁଷ୍ଠିତ
ଲୋକସେବା ଭବନରେ ରାଷ୍ଟ୍ରୀୟ ଏକତା ଦିବସ
ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।