ମୋଟିଭି ଓଡିଶା : କଳାହାଣ୍ଡି:୨୭/୦୫(ମୋ ଟିଭି ଓଡିଶା)
ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ୟାସୀ ନାଏକ ଜଣେ ଗ୍ରାମସାଥୀ ଙ୍କ ଠାରୁ ଡିଜିଟାଲ ଦସ୍ତଖତ କରିବା ପାଇଁ ୧୦ହଜାର ଟଙ୍କା ନେଉଥିବା ସମୟରେ ମାଡିବସିଲା ଭିଜିଲାନ୍ସ । ତାଙ୍କ ଅଫିସ ଏବଂ ଭବାନୀପାଟଣା ଜଳେଶ୍ୱର ମନ୍ଦିର ପାଖରେ ଥିବା ବାସଗୃହ ରେ ଭିଜିଲାନ୍ସ ବିଭାଗ ର ୮ ଜଣିଆ ଟିମ ମିଳିତ ଭାବରେ ଚଢ଼ାଉ ଚାଲିଥିବା ସୂଚନା ।
ଭିଜିଲାନ୍ସ ଜାଲ ରେ ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନିର୍ବାହୀ ଅଧିକାରୀ।

More Stories
ପୂର୍ବତନ ସେନା କର୍ମଚାରୀଙ୍କ ଜଘନ୍ୟ କାଣ୍ଡ ।
ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍ ।
ଶିରୁଳି ମହାବୀର ମନ୍ଦିରରୁ ଚୋରି ।