ମୋ ଟିଭି ଓଡିଶା / ଆଗରପଡ଼ା : ୦୫/୦୮
ଆଗରପଡ଼ାସ୍ଥ ବିଟିପୁର ସ୍ଥିତ ଗନସାହୀରେ ସୋମବାର ସଂଧ୍ୟାରେ ଏକ ବାଘ ବୁଲୁଥିବାର ସିସିଟିଭିରେ ଦେଖା ଯାଇଥିଲା । ଏହି ଖବା ପ୍ରକାଶିତ ହେବାପରେ ସମସ୍ତଙ୍କ ତାଟି କବାଟ ପଡ଼ିଯାଇଥିଲା । ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରକୃତରେ ଏହା ବାଘ କି ଅନ୍ୟ କୌଣସି ବନ୍ୟଜନ୍ତୁ ସଠିକ ଭାବେ ଜଣାପଡ଼ିନାହିଁ । ଖବର ଲେଖା ହେବା ବେଳକୁ ଏହି ଜନ୍ତୁ କାହାର କ୍ଷତି କରିନଥିବା ଜଣାପଡ଼ିଛି ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।