ମୋ ଟିଭି ଓଡିଶା / ସୋର : ୦୭/୦୭/୨୦୨୪
ବିଳମ୍ବିତ ରାତିରେ ଘର ଆଗରେ ଥିବା ଟ୍ରାକ୍ଟର ନେଇଗଲେ ଦୃବୁର୍ତ୍ତ l ଟ୍ରାକ୍ଟର ନେବାର ଭିଡିଓ ସିସିଟିଭି ରେ କଏଦ l ଖଇରା ଥାନା ଅନ୍ତର୍ଗତ ମାଟିଆଳ ପଦା ଗ୍ରାମ ରେ କରୁଣା କର ମହାନ୍ତି ତାଙ୍କ ଘର ଆଗ ରେ ସବୁଦିନ ପରି ଗତକାଲି ମଧ୍ୟ ଟ୍ରାକ୍ଟର କୁ ଘର ଆଗରେ ରଖି ଶୋଇଥିଲେ l

ବିଳମ୍ବିତ ରାତି 2:40 ମିନିଟ ଦୁଇ ଜଣ ଦୃବୁର୍ତ୍ତ ଟ୍ରାକ୍ଟର କୁ ନେଇ ମାର୍କୋଣା ଆଡ଼କୁ ପଳେଇ ଯାଉଥିବା ର ଭିଡିଓ ସିସିଟିଭି ରେ କଏଦ ହୋଇଛି l ଆଜି ରବିବାର ସକାଳ 10ଘଟିକା ସମୟରେ ଟ୍ରାକ୍ଟର ଚୋରି ହୋଇଥିବା ନେଇ କରୁଣା କର ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।