ସୋର : ୦୮/୧୧/୨୪
ସୋର ବ୍ଲକ ବଗୁଡିଠାରେ ସାତ ଦିନ ଧରି ଚାଲିଥିବା ୨ୟ ବାଗୁଡି ମହୋତ୍ସବ ଉଦଯାପିତ ହୋଇଯାଇଛି।
କମିଟିର ସଭାପତି ଲଷ୍ମୀନାରାୟଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା,ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ,ସମ୍ମାନିତ ଅତିଥି ସଦର ବିଧାୟକ ମାନସ ଦତ୍ତ,ଆଇନଜୀବୀ ନିରଞ୍ଜନ ପଣ୍ଡା,ପୂର୍ବତନ ଜିଲ୍ଲାପାରିସଦ ସଦସ୍ୟ ରାଜେନ୍ଦ୍ର କୁମାର ନାୟକ,ଶଶିକାନ୍ତ ମିଶ୍ର ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।
ଗୟାଧର ସାହୁ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସମ୍ପାଦକ ମୁକ୍ତିକାନ୍ତ ଘଡାଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବନ୍ଦେମାତାରମ କାଳଚୁରାଲ ଏସୋସିଏସନ ଓ ବାଗୁଡି ମହୋତ୍ସବ କମିଟିର କର୍ମକର୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।