ମୋଟିଭି ଓଡିଶା , ସୋର, ୧୦/୦୬/୨୦୨୪
ଭାରଶ୍ୟାମ ହରାଇ ଓଲଟି ପଡିଲା ଅମୃତଭଣ୍ଡା ବୋଝେଇ ଟ୍ରକ। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଆନ୍ଦ୍ର ପ୍ରଦେଶରୁ ପାଟନା ଅଭିମୁଖେ ଯାଉଥିବା ବେଳେ ମାର୍କୋଣା ବସ ଷ୍ଟାଣ୍ଡ ନିକଟରେ ଭାରଶ୍ୟାମ ହରାଇ ଓଲଟି ପଡିଲା ଅମୃତଭଣ୍ଡା ବୋଝେଇ ଟ୍ରକ।
ଘଟଣା ସ୍ଥଳରେ ଡ୍ରାଇଭର ଶ୍ରୀନିବାସ ରାଓ ଙ୍କର ମୃତ୍ୟୁ ଘଟିଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡିଛି। ସିମୁଳିଆ ପୋଲିସ ଘଟଣାସ୍ଥଳ ରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଗୁରୁତର ଆହତ ହେଲ୍ପର କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନା କୁ ପଠାଇଛି।
More Stories
ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ।
ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ