MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଗ୍ରାମରେ ନିଶା କାରବାର ବନ୍ଦ ପାଇଁ ସରପଞ୍ଚ ଡେଙ୍ଗୁରା ଦେଇ ବୈଠକ ଡାକିଲେ ହେଲେ କେହି ଆସିଲେନି ।


[ପ୍ରଥେମେ ଥାନାରେ ରୁହନ୍ତୁ ଅଧିକାରୀ ତା ପରେ ହେବ ବୈଠକ]


ମୋ ଟିଭି ଓଡ଼ିଶା,ଦାରିଙ୍ଗବାଡି:(ସୁଶାନ୍ତ କୁମାର ସାହୁ)


ମହୁଲି ମଦ, ବିଦେଶୀ ମଦ ମୁକ୍ତ ହେବ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ସେଥିପାଇଁ ଅଣ୍ଟାଭିଡ଼ିଥିଲେ ସରପଞ୍ଚ ପୋଲିସ ବିଭାଗୀୟ ଅଧିକାରୀ ଗ୍ରାମରେ ବୈଠକ କରି ନିଷ୍ପତି ନେବା ପାଇଁ ସରପଞ୍ଚ ତାତୁରା ପ୍ରଧାନ ନେଇଥିଲେ ନିଷ୍ପତି l

ତେଣୁ ପ୍ରତେକ ସାଇ ,ଗଳିରେ ଡେଙ୍ଗୁରା ଦେଇ ଲୋକଙ୍କୁ ବୈଠକରେ ଉପସ୍ଥିତ ରହିବା ପାଇଁ ଦେଇଥିଲେ ପରାମର୍ଶ ହେଲେ କେହି ଶୁଣିଲେଣି l ଗୋଟିଏ କଥା କହିଲେ ମହିଳା ଏବଂ ଯୁବଗୋଷ୍ଠୀ ବାରମ୍ବାର ଚେଷ୍ଟା ପରେ ଯାହା ସମ୍ଭବ ହୋଇପାରୁନାହିଁ ତାହା ଏବେ କଣ ହେବ ସମ୍ଭବ । ପ୍ରଥମେ ଥାନା ହେଉ ତାପରେ ହେବ ବୈଠକ  l

ଯଦିଓ ବେଆଇନ ମଦ କାରବାର ବନ୍ଦ କରିବା ରେ ପ୍ରଶାସନ ସହଯୋଗ ନ କରେ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ବୁଡ଼ାଗୁଡା ଗ୍ରାମ୍ୟ କମିଟି ଅଞ୍ଚଳ ବାସୀ ସମତେ ମହିଳା ସଙ୍ଗଠନ ।

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।