MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ଘରୋଇ ଫାଇନାନ୍ସ କର୍ମଚାରି ଙ୍କୁ ଘେରିଲେ ମହିଳା l

ସୋର : ଘରୋଇ ଫାଇନାନ୍ସ କର୍ମଚାରି ଙ୍କୁ ଘେରିଲେ ମହିଳା l ଥାନାରେ ଅଭିଯୋଗ l ସିମୁଳିଆ ବ୍ଲକ ମାର୍କୋଣା ଅଂଚଳ ରୁ 10 ଜଣ ମହିଳା ଖଇରା ବ୍ଲକ ତୋରାଣୀ ପଦା ଛକ ନିକଟରେ ଥିବା ଘରୋଇ ଫାଇନାନ୍ସ ଜନା ସ୍ମଳ ଫାଇନାନ୍ସ କମ୍ପାନୀ ଠାରୁ ଋଣ ନେଇଥିଲେ l ପ୍ରତିମାସ ଋଣ ଟଙ୍କା ମହିଳା ମାନେ ପରିଶୋଧ କରିଥିଲେ ମଧ୍ୟ କମ୍ପାନୀ କର୍ମଚାରି ମାନେ ଅଧିକ ସୁଧ ଲଗାଇ ଆହୁରି ବାକି ଥିବା ନେଇ କହିଥିଲେ l ଆଜି ମହିଳା ମାନେ ତୋରାଣୀ ପଦା ସ୍ଥିତ କମ୍ପାନୀ କାର୍ଯ୍ୟଳୟ ରେ ପହଁଚି ଏ ବିଷୟ ରେ ବ୍ରାଞ୍ଚ ମେନେଞ୍ଜର ପଚାରିବାରୁ ମହିଳା ମାନଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଦେଇଥିଲେ l ଏନେଇ ମହିଳା ମାନେ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଖଇରା ଅଂଚଳ ରେ ଏଭଳି ଅନେକ ଫାଇନାନ୍ସକମ୍ପାନୀ ରହି ସାଧାରଣ ଲୋକ ମାନଙ୍କୁ ଠକି ଅଧିକ ସୁଧ ରେ ଋଣ ଦେଇ ମହିଳା ମାନଙ୍କୁ ଠକୁଥିବା ନେଇ ଅଭିଯୋଗ ହୋଇଛି l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।