MooTv Odisha

ସତ୍ୟର ଜାଗ୍ରତ ପ୍ରହରୀ

ବୋଲେରୋ ଧକ୍କା ରେ ଯୁବକ ମୃତ।


ମୋ ଟିଭି ଓଡିଶା / ସୋର : ୨୩/୦୬/୨୦୨୪


ବୋଲେରୋ ଧକ୍କା ରେ ଯୁବକର ମୃତ୍ୟୁ l ବାଲେଶ୍ୱର ଜିଲ୍ଲା କୁପାରୀ ରାଣୀତାଲ ରାସ୍ତା ସିଙ୍ଗିଡ଼ି ଛକ ନିକଟରେ କୁପାରୀ ଆଡୁ ସାଇକେଲ ରେ ସିଙ୍ଗିଡି ଗ୍ରାମ ର ସନାତନ ମହାନ୍ତି ରାସ୍ତା ପାର ହେଉଥିବା ବେଳେ ବୋଲେରୋ ଧକ୍କା ଦେଇଥିଲା ସ୍ଥାନୀୟ ଲୋକ ମାନେ ସନାତନଙ୍କୁ ଉଦ୍ଧାର କରି ଖଇରା ମେଡିକାଲ ଭର୍ତ୍ତି କରିଥିଲେ l ଡାକ୍ତର ସନାତନଙ୍କୁ ମୃତ ଘୋଷଣା କରିଥିଲେ l ସ୍ଥାନୀୟ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବି ନେଇ ବୋଲେରୋ ର କାଚ ଭାଙ୍ଗିବା ସହିତ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମୃତ ଯୁବକ ହେଲେ ସିଙ୍ଗିଡ଼ି ଗ୍ରାମ ର ସନାତନ ମହାନ୍ତି l ଘଟଣା ସ୍ଥଳ ରେ ଚାପା ଉତେଜନା, ଘଟଣାସ୍ଥଳ ରେ ପୋଲିସ ମୁତୟନ l

Latest news
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ... ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ:ଦ୍ୱିତୀୟ ପର୍ଯ୍ୟାୟ ଜଙ୍ଗଲ କ୍ଲିୟରାନ୍ସ ପ୍ରାପ୍ତ ଏବଂ ନିର୍ମାଣ କାର୍ଯ୍... ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତି ପାଳିତ। ବିକଟାଳ ଶବ୍ଦ କରୁଥିବା ବସରୁ ହର୍ନ କାଢି ନେଉଛି ପୋଲିସ । ମିଲରଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ । ବିରୋଧୀଙ୍କୁ ବାଚସ୍ପତି ସୁରମା ପାଢୀଙ୍କ ଚେତାବନୀ । ଦୁଇ ଦୁଦ୍ଧର୍ଷ ବୀର ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ନବ ଦାସ ହତ୍ୟା ମାମଲା ।