କଳାହାଣ୍ଡି:୨୭/୧୦
ଆଜି ଭୋର ସମୟରେ ରାସ୍ତା ପାର ହେଉଥିବା ବେଳେ ଏକ ଦ୍ରୁତ ଗତିରେ ଆସୁଥିବା ଅଜଣା ଗାଡି ଧକ୍କା ରେ ଜଣେ ବ୍ୟକ୍ତି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ମୃତ ଯୁବକ ହେଲେ ବେହେରା ଅଞ୍ଚଳ ଛତାଗୋଏରା ଗାଁ ର ଛବିଲାଲ ନାଗ ବୋଲି ଜଣା ପଡିଛି l ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ କୌଣସି ଅଜଣା ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଥିବା ଅଭିଯୋଗ ହେଉଛି l
ବର୍ତମାନ କ୍ଷତି ପୂରଣ ଦାବିରେ ଧର୍ମଗଡ – ନବରଙ୍ଗପୁର ବିଜୁ ଏକ୍ସପ୍ରେସୱେ ବେହେରା ପେଟ୍ରୋଲ ପମ୍ପ ନିକଟରେ ପରିବାର ଏବଂ ଗ୍ରାମବାସୀ ଙ୍କ ରାସ୍ତା ଅବରୋଧ କରାଯାଇଥିବା ନେଇ ସୂଚନା ମିଳିଛି।
More Stories
ଉନ୍ନୟନ କମିଶନର ତଥା ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଜଳସେଚନ ପ୍ରକଳ୍ପ ପରିଦର୍ଶନ
ଜାନୁଆରୀ ୨୭ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ବାରବାଟୀ ଟିକେଟ୍ କିଣିଲେ ଧର୍ମେନ୍ଦ୍ର।